26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମହାକାଶ ଗଲା ୧୯ ଉପଗ୍ରହ

ମହାକାଶ ଗଲା ୧୯ ଉପଗ୍ରହ

ନୂଆଦିଲ୍ଲୀ : ଇସ୍ରୋର ଚଳିତ ବର୍ଷର ପ୍ରଥମ ମହାକାଶ ଅଭିଯାନ । ଏକାସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଲା ଇସ୍ରୋ । ବ୍ରାଜିଲ୍‌ର ଆମୋଜୋନିଆ-୧ ସମତେ ମହାକାଶକୁ ଗଲା ୧୯ ଉପଗ୍ରହ । ଆନ୍ଧ୍ର ଶ୍ରୀହରିକୋଟାରୁ ଦିନ ୧୦ଟା ୨୪ମିନିଟ୍‌ରେ ସଫଳ ଉତ୍‌କ୍ଷେପଣ ହୋଇଛି । ୧୯ଟି ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କଲା ପିଏସ୍‌ଏଲ୍‌ଭି-ସି୫୧ । ଉତ୍‌କ୍ଷେପଣ ହୋଇଥିବା ନାନୋ ସାଟେଲାଇଟ୍‌ରେ ଅଛି ମୋଦିଙ୍କ ଫଟୋ ଚିତ୍ର । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking