୧୭ ରୋଗୀଙ୍କୁ ସାଂଘାତିକ ଇନସୁଲିନ୍ ଡୋଜ ଦେଇ ହତ୍ୟା; ନର୍ସଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଳୀ: ଆମେରିକାର ପେନସିଲଭାନିଆର ଜଣେ ନର୍ସଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ନର୍ସ ଜଣକ ୧୭ ଜଣ ରୋଗୀଙ୍କୁ ସାଂଘାତିକ ଇନସୁଲିନ୍ ଡୋଜ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତିନି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପିଟରସବର୍ଗରୁ ପ୍ରାୟ ୪୮ କିଲୋମିଟର ଉତ୍ତରରେ ଥିବା ବଟଲରରେ ହୋଇଥିବା ଶୁଣାଣିରେ ୪୧ ବର୍ଷର ହେଥର ପ୍ରେସ୍ଡିଙ୍କୁ କ୍ରମାଗତ ତିନି ବର୍ଷ ଆଜୀବନ … Continue reading ୧୭ ରୋଗୀଙ୍କୁ ସାଂଘାତିକ ଇନସୁଲିନ୍ ଡୋଜ ଦେଇ ହତ୍ୟା; ନର୍ସଙ୍କୁ ଆଜୀବନ କାରାଦଣ୍ଡ
Copy and paste this URL into your WordPress site to embed
Copy and paste this code into your site to embed