୨ଟି କ୍ୱାରେଣ୍ଟିନ କେନ୍ଦ୍ରରୁ ୧୫ ପଜିଟିଭ

ରାଉରକେଲା: ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ହୋମ୍ କ୍ୱାରେଣ୍ଟିନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବେଶି ମାତ୍ରାରେ ହେଉଥିବା ପରିଲକ୍ଷିତ ହେଉଛି । ରାଉରକେଲାର ୨ଟି କ୍ୱାରେଣ୍ଟିନ କେନ୍ଦ୍ରରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୀରମିତ୍ରପୁର କଲ୍ୟାଣ ମଣ୍ଡପରୁ ୧୪, କୁଆଁରମୁଣ୍ଡରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବୀରମିତ୍ରପୁରରୁ ୯ ଜଣ ମହିଳା ଓ ୫ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ କୁଆଁରମୁଣ୍ଡାରୁ ଜଣେ ମହିଳା … Continue reading ୨ଟି କ୍ୱାରେଣ୍ଟିନ କେନ୍ଦ୍ରରୁ ୧୫ ପଜିଟିଭ