31.1 C
Bhubaneswar
Tuesday, April 23, 2024
HomeଓଡିଶାIOCLଚତୁଃପାଶ୍ୱର୍ରେ ୧୪୪ ଧାରା ଲାଗୁ

IOCLଚତୁଃପାଶ୍ୱର୍ରେ ୧୪୪ ଧାରା ଲାଗୁ

ଜଗତସିଂହପୁର : ପାରାଦୀପ IOCLଚତୁଃପାଶ୍ୱର୍ରେ ୧୪୪ ଧାରା ଲାଗୁ ହୋଇଛି । ଏଲ ଆଣ୍ଡଟି କମ୍ପାନୀର ଦୁଇଟି ଲେବର କଲୋନୀରେ ୧୪୪ ଧାରା ଲାଗୁ କରାଯାଇଛି । ଅଭୟଚାନ୍ଦପୁର ଓ ବଗଦିଆରେ ଥିବା ଲେବର କଲୋନୀରେ ୧୪୪ ଧାରା ମଧ୍ୟ ଲାଗୁ ହୋଇଛି । ଏହି ଅଞ୍ଚଳରେ ଶ୍ରମିକମାନେ କରୋନା କଟକଣା ମାନୁ ନ ଥିବାରୁ ୧୪୪ ଧାରାକୁ ଲାଗୁ କରାଯାଇଛି ।
ଓଙଉଖ ତୈଳ ବିଶୋଧନାଗାର ୨୨ ଦିନ ପାଇଁ ସଟଡାଉନ ହେବ । ପାରାଦୀପ ସ୍ଥିତ ଓଙଉଖ କୁ ୨୨ ଦିନ ପାଇର୍ ସଟଡାଉନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୫ ତାରିଖରୁ ଅଗଷ୍ଟ ମାସ ୧୫ ତାରିଖ ପର‌୍ୟ୍ୟନ୍ତ ସଟଡାଉନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତୈଳ ବିଶୋଧନାଗାରର ମେଣ୍ଟେନାନ୍ସ କାର‌୍ୟ୍ୟ ପାଇଁ ସଟଡାଉନ କରାଯିବ ବୋଲିି ଜିଲ୍ଲାପାଳ କହିଛନ୍ତି ।୨୦୧୮ ମସିହା ମାର୍ଚ୍ଚ ପରଠାରୁ ଏପର‌୍ୟ୍ୟନ୍ତ ମେଣ୍ଟୋନାନ୍ସ କାର‌୍ୟ୍ୟ ହୋଇନାହିଁ । ତେଣୁ ଏବେ ସମସ୍ତ ମେଣ୍ଟୋନାନ୍ସ କାର‌୍ୟ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଖପାଖ ଗାଁର ୭ଶହରୁ ୮ ଶହ ଲୋକ ବି ଏଠାରେ ଏବେ କାମ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking