30.1 C
Bhubaneswar
Thursday, April 25, 2024
Homeଓଡିଶାସମ୍ବଲପୁରରେ ୧୪୪ ଧାରା

ସମ୍ବଲପୁରରେ ୧୪୪ ଧାରା

ଭୁବନେଶ୍ଵର: ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪ ଧାରା ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଧନୁପାଲିର ଭବାନୀ ଫିଲ୍ମ ଓ ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ୧୪୪ ଧାରା ଲାଗୁ ହୋଇଛି । ସେହିପରି ଇସ୍କନ ମନ୍ଦିର ପଛପଟ, ଏନ.ଗୁହା ଲେନ, ବଡବଜାରର ମାଳିପଡା, କାଲିବାଡିର ୱେସ୍କୋ କଲୋନି, ଧନକଉଡାର ସରଲା, ଗୋପାଲାମାଲର ସାଇ ମନ୍ଦିର, ନୟାପଡାରେ କଟକଣା ଲାଗୁ ହୋଇଛି । ଆସନ୍ତା ୧୩ ତାରିଖ ଯାଏଁ ଏହି କଟକଣା ରହିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking