33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମାଧବାନନ୍ଦଜୀୟୁ ମନ୍ଦିରରେ ୧୪୪ ଧାରା

ମାଧବାନନ୍ଦଜୀୟୁ ମନ୍ଦିରରେ ୧୪୪ ଧାରା

ଭୁବନେଶ୍ୱର: ନିଆଳି ପ୍ରସିଦ୍ଧ ମାଧବାନନ୍ଦଜୀୟୁ ମନ୍ଦିରରେ ଲାଗିଲା ୧୪୪ ଧାରା । ମାଧବାନନ୍ଦଜୀୟୁ ମନ୍ଦିରରେ ଭୌମ ଏକାଦଶୀ ମେଳା ଅନୁଷ୍ଠିତ ହେବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏହାକୁ ରୋକିବା ପାଇଁ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ପଦକ୍ଷେପ ନେଇଛନ୍ତି । ମାଧବାନନ୍ଦଜୀୟୁ ମନ୍ଦିରରେ ଭୌମ ଏକାଦଶୀ ମେଳା ପାଇଁ  ୧୪୪ ଧାରା କଟକଣା ଆଜି ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ । ମନ୍ଦିର ପରିସରର ୨୦୦ ମିଟର ଯାଏଁ ୧୪୪ ଧାରା ରହିବ । ଭୌମ ଏକାଦଶୀ ମେଳା ପାଇଁ ରୀତିନୀତି ହେବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking