28.1 C
Bhubaneswar
Saturday, April 20, 2024
Homeଓଡିଶାବଡ଼ ଖବର: ଆଜି ସର୍ବାଧିକ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ

ବଡ଼ ଖବର: ଆଜି ସର୍ବାଧିକ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୧୪୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୪୪୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।


ତେବେ ଗଞ୍ଜାମରୁ ସର୍ବାଧିକ ୨୫୮, ଖୋର୍ଦ୍ଧାରୁ ୨୧୮, ରାୟଗଡ଼ାରୁ ୧୨୮, ସୁନ୍ଦରଗଡ଼ରୁ ୧୨୨, ପୁରୀରୁ ୧୨୧, ଗଜପତିରୁ ୧୨୦, କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ୱରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରରୁ ୧୬, ବରଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୨, ଝାରସୁଗୁଡ଼ାରୁ ୧୧, ନୟାଗଡ଼ରୁ ୧୦, ବୌଦ୍ଧରୁ ୯, ନୂଆପଡ଼ାରୁ ୮, ମୟୁରଭଞ୍ଜରୁ ୭, ଢ଼େଙ୍କାନାଳରୁ ୫, ଭଦ୍ରକରୁ ୪, ଅନୁଗୁଳ ଓ ଜଗତସିଂହପୁରରୁ ଦୁଇ ଜଣ ଲେଖାଏଁ, ଦେଓଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking