27.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଜି ୧୩୮୫ ଆକ୍ରାନ୍ତ; ଖୋର୍ଦ୍ଧାରେ ସର୍ବାଧିକ ୧୫୯

ରାଜ୍ୟରେ ଆଜି ୧୩୮୫ ଆକ୍ରାନ୍ତ; ଖୋର୍ଦ୍ଧାରେ ସର୍ବାଧିକ ୧୫୯

ଭୁବନେଶ୍ୱର: ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ଆକ୍ରାନ୍ତ ହେଇଛନ୍ତି ୧୩୮୫ଜଣ । ସେଥିମଧ୍ୟରୁ କ୍ୱାରେନ୍‌ଟାଇନ୍‌ରୁ ୭୯୮ ଆକ୍ରାନ୍ତ ହେଇଥିବାବେଳେ ଲୋକାଲ୍ କେସ୍‌ର ସଂଖ୍ୟା ରହିଛି ୫୮୩ ।
ଏହାକୁ ନେଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୭ ହଜାର ୨୭୭ ହେଇଥିବାବେଳେ ସୁସ୍ଥ ହେଇଛନ୍ତି ୨ଲକ୍ଷ ୮୨ ହଜାର ୭୩ଜଣ । ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି୭୭ ହଜାର ୭୭୦ ।
ତେବେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନାପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking