ଭୁବନେଶ୍ୱର: ଦେଢ ବର୍ଷରେ ମଲେଣି ୧୩୬ଟି ହାତୀ । ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ହୋଇଛି । ୨୦ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି । ହାତୀ ମୃତ୍ୟୁରେ ସମ୍ପୃକ୍ତ ୯୨ ଜଣଙ୍କୁ ଗିରଫ କରାଯାଇଛି । ଜଙ୍ଗଲ ଓ ପରିବେଶ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିସଂଖ୍ୟାନ ଅନୁଯାୟୀ, 2024-25 ଏବଂ 2025-26 (ସେପ୍ଟେମ୍ବର ପର୍ଯ୍ୟନ୍ତ) ମଧ୍ୟରେ 42 ହାତୀ … Continue reading ଦେଢ ବର୍ଷରେ ୧୩୬ ମୃତ
Copy and paste this URL into your WordPress site to embed
Copy and paste this code into your site to embed