35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗରାଜ୍ୟରେ ଆଜି ୧୩୪୬ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ୧୩୪୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର: ଗୋଟିଏ ପଟେ କରୋନ ସଂକ୍ରମଣ ଏବେ ବି ଜାରି ରହିଥିବା ବେଳେ ରାଜ୍ୟ ପାଇଁ ଏକ ଆଶ୍ୱସ୍ତି ର ଖବର ରହିଛି । ତାହା ହେଲା ଆଜି ରାଜ୍ୟରେ ଆଉ ୧୩୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ସର୍ବାଧିକ ୨୬୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦର ଗଡ ରୁ ୧୨୬ , କଟକ ରୁ ୧୧୦, ଅନୁଗୁଳ ରୁ ୬୫, ବଲାଙ୍ଗୀର ୬୫, ପୁରୀ ରୁ ୬୩, ଜଗତସିଂପୁର ରୁ ୫୯, କେନ୍ଦ୍ରାପଡ଼ାରୁ ୫୪, ନୂଆପଡ଼ା ରୁ ୫୨, ବରଗଡ଼ ରୁ ୪୯, କେନ୍ଦୁଝର ରୁ ୪୫ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking