28.1 C
Bhubaneswar
Wednesday, April 24, 2024
Homeଓଡିଶାପୂଵୁଲି ଗ୍ରାମ ରୁ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ପୂଵୁଲି ଗ୍ରାମ ରୁ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର : ବନ ବିଭାଗ ଗ୍ରାମ ବାସି ଙ୍କ ସହାୟତା ରେ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାରକରିଛି ଏହି ଘଟଣା ଟି ଘଟିଛି । ଯାଜପୁର ଜିଲ୍ଲା ବୈରୀ ଫରେଷ୍ଟ ରେଞ୍ଜ ଅଧିନ ସମିଆ ପଞ୍ଚାୟତ ପୁବୁଲି ଗାଁ ରାସ୍ତାରେ ଶନିବାର ଅଜଗର ସାପଟି ଚଳ ପ୍ରଚଳ କରୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମ ବାସି ମାନେ ଭୟ ଭୀତ ହୋଇ ବନ ବିଭାଗକୁ ଖବର ଦେଇ ଥିଲେ l

 

ଖବର ପାଇ ଫରେଷ୍ଟ ଗାର୍ଡ ଆଶ୍ଵିନୀ କୁମାର ସାହୁ ଓ ବନ କର୍ମଚାରୀ ରଜତ କୁମାର ମହାନ୍ତି ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ କପିଳାସ ଜଙ୍ଗଲରେ ଛାଡି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking