27.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ୧୨୯ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ରାଜ୍ୟରେ ୧୨୯ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୨୯ ଜଣ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୧୮ ଜଣଙ୍କ ଜୀବନ ନେଇଛି ବ୍ଲାକ ଫଙ୍ଗସ୍‌ । ବର୍ତ୍ତମାନ ସୁଦ୍ଧା ୧୨ଜଣ ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏମ୍ସରେ ସର୍ବାଧିକ ବ୍ଲାକ ଫଙ୍ଗସ୍‌ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । କରୋନା ମହାମାରୀ ପରେ ଏବେ ଦେଶରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ । ତେବେ ଏହି ରୋଗରେ ଚିନ୍ତାଜନକ ମାତ୍ରାରେ ସଂକ୍ରମଣ ହୋଇନାହିଁଁ । ତେବେ ଏହାକୁ ନେଇ ରାଜ୍ୟ ସରକାର ସତର୍କ ମଧ୍ୟ ରହିଛନ୍ତି ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking