ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୨୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୧୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୬ ଓ କଟକରୁ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
6. Boudh: 37
7. Cuttack: 105
8. Deogarh: 16
9. Dhenkanal: 40
10. Ganjam: 17
11. Jagatsinghpur: 54
12. Jajpur: 32
13. Jharsuguda: 35
14. Kalahandi: 40
15. Kandhamal: 11
16. Kendrapada: 49
17. Keonjhar: 41
18. Khurda: 206
19. Koraput: 26
20. Malkangiri: 11
21. Mayurbhanj: 71— I & PR Department, Odisha (@IPR_Odisha) October 27, 2020
22. Nawarangpur: 12
23. Nayagarh: 14
24. Nuapada: 38
25. Puri: 22
26. Rayagada: 4
27. Sambalpur: 24
28. Sonepur: 18
29. Sundargarh: 96
30. State Pool: 29New Recoveries: 2003
Cumulative Tested: 4385259
Positive: 283942
Recovered: 266105
Active Cases: 16512— I & PR Department, Odisha (@IPR_Odisha) October 27, 2020