୧୨ ହଜାର ଅଭିଯୋଗ ସମାଧାନ ହୋଇଛି: ମନ୍ତ୍ରୀ
ଭୁବନେଶ୍ୱର: ସିଏମ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧% ସମସ୍ୟାର ସମାଧାନ ହୋଇଛି । ଦେଢ ବର୍ଷରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି । ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛିା ଗୃହରେ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ଆଜି ବିଧାନସଭା ଶୀତ ଅଧିବେଶନର ଦଶମ ଦିନ । ସୁରୁଖୁରୁରେ ଚାଲିଛି ବିଧାନସଭା … Continue reading ୧୨ ହଜାର ଅଭିଯୋଗ ସମାଧାନ ହୋଇଛି: ମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed