ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରରେ ଘଟିଛି ଅଭାବନୀୟ ଘଟଣା । ପାଟ୍ରୋଲ୍ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ଲୁଟି ନେଲେ ୧୨ ଲକ୍ଷ ଟଙ୍କା। କୁପାରୀ ବଜାରରେ ଥିବା କୃପେଶ୍ୱର ପେଟ୍ରୋଲ୍ ପମ୍ପର ଦୁଇ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ୧୨ ଲକ୍ଷ ଟଙ୍କା ଧରି ବାଇକ୍ରେ ବର୍ତ୍ତନାରେ ଥିବା … Continue reading ଗୁଳିମାଡ କରି ୧୨ ଲକ୍ଷ ଲୁଟ
Copy and paste this URL into your WordPress site to embed
Copy and paste this code into your site to embed