ମକର ମେଳା ପାଇଁ ବଡମ୍ବା ଟି-ସେତୁରେ ପ୍ରବଳ ଭିଡ; ୧୨ ଜଣ ଗୁରୁତର ଆହତ

ବଡମ୍ବା: ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବଡମ୍ବା-ଗୋପୀନାଥ ପୁର ମନ୍ଦିରରେ ଲାଗିଛି ପ୍ରବଳ ଭିଡ । ଫଳରେ ଟି-ସେତୁ ଉପରେ ଲୋକଙ୍କ ଯାତାୟତରେ ସମସ୍ୟା ହୋଇଥିଲା । ଅତ୍ୟଧିକ ଭିଡ ହେବାରୁ ନିୟନ୍ତ୍ରଣ କରିବା କଷ୍‌ଟକର ହୋଇପଡିଥିଲା । ତେବେ ଧିରେ ଧିରେ ଭିଡ ବୃଦ୍ଧି ପାଇବାରୁ ଦଳାଚକଟା ଭଳି ପରିସ୍ତିତି ସୃଷ୍ଟି ହୋଇଛି । ଏହି ଦଳାଚକଟାରେ ୧୨ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏହି ସଂଖ୍ୟା … Continue reading ମକର ମେଳା ପାଇଁ ବଡମ୍ବା ଟି-ସେତୁରେ ପ୍ରବଳ ଭିଡ; ୧୨ ଜଣ ଗୁରୁତର ଆହତ