27.8 C
Bhubaneswar
Friday, April 19, 2024
Homeଓଡିଶା୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ୨ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୦ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ତେବେ ୮ ହଜାର ୭୯୭ କୋଟି ପ୍ରକଳ୍ପରେ ୭୦୯୦ ଜଣ ନିଯୁକ୍ତି ପାଇବେ । ୧୨ଟି ପ୍ରକଳ୍ପ ମଧ୍ୟରୁ ୪ଟି ବୃହତ ଓ ୮ଟି ଏମଏସଏମଇ ପ୍ରକଳ୍ପ ରହିଛି । ଏହା ଦ୍ୱାରା ସ୍ୱାସ୍ଥ୍ୟସେମା, ଇସ୍ପାତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଦ୍ୟୋଗ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking