40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଜିଲ୍ଲାରେ ମେଡ଼ିକାଲ କଲେଜ ଓ ଜିଲ୍ଲା ଡାକ୍ତରଖାନାକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଘୋଷଣା ଦାବିରେ ଜିଲ୍ଲା...

ଜିଲ୍ଲାରେ ମେଡ଼ିକାଲ କଲେଜ ଓ ଜିଲ୍ଲା ଡାକ୍ତରଖାନାକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଘୋଷଣା ଦାବିରେ ଜିଲ୍ଲା ଯୁବ ବିକାଶ ପରିଷଦର ୧୨ ଘଣ୍ଟିଆ ଧାରଣା

ରାୟଗଡା-ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାବାସୀ ରେ ଚିକିତ୍ସା ବ୍ୟବସ୍ଥା ର ସୁବିଧା ନଥିବାରୁ ଜିଲ୍ଲା ବାସୀ ଙ୍କ ଦୀର୍ଘ ଦିନରୁ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ଜିଲ୍ଲା ଡାକ୍ତରଖାନାକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଘୋଷଣା ନେଇ ଦାବି ରହିଥିବା ବେଳେ ଆଜି ଘଣ୍ଟିଆ ଧାରଣା ଦେଇଛି ରାୟଗଡା ଯୁବ ବିକାଶ ପରିଷଦ । ସ୍ଥାନୀୟ ଜିଲ୍ଲାପାଳ ଅଫିସ ରାସ୍ତା ନିକଟରେ ବିକାଶ ପରିଷଦ ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି। ସରକାର ଏହି ଦାବି ପ୍ରତି ଯଥାଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ସାତ ପରେ ଆମରଣ ଅନଶନ କରି ବ୍ୟାପକ ଆନ୍ଦୋଳନ କରାଯିବା ନେଇ ଷରିଷଦ ର ସଭାପତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking