ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି । ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ  ସରକାରୀ ଦଳ ମୁଖ୍ୟ ସଚେତକ ।  ଗୃହରେ ଲଗାତାର ବିଶୃଙ୍ଖଳା ଦେଖାଦେଇଥିଲା । ସେନେଇ କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨  ଜଣ ନିଲମ୍ବିତ ହୋଇଛନ୍ତି । ତାରା ବାହିନୀ ପତି ଏବଂ ରମେଶ ଜେନା ଏହି ଦୁଇ ଜଣଙ୍କୁ ଛାଡି  ବାକି ୧୨ ବିଧାୟକ ନିଲମ୍ବିତ ହୋଇଛନ୍ତି । ସୂଚନା … Continue reading ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ