28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମର୍ମନ୍ତୁଦ ସଡକ ଦୁର୍ଘଟଣା,୧୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା,୧୧ ମୃତ

ନୂଆଦିଲ୍ଲୀ: କର୍ଣ୍ଣାଟକ ଧରୱାଡ ଜିଲ୍ଲା ଜାତୀୟ ରାଜପଥ ନିକଟ ଇଟ୍ଟିଗାଟ୍ଟି ଗାଁ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମହିଳା କ୍ଲବର ସଦସ୍ୟମାନଙ୍କୁ ନେଇ ଛୁଟିଦିନରେ ଗୋଆ ଅଭିମୁଖେ ବାହାରିଥିବା ଟେମ୍ପୋ ଟ୍ରାଭେଲର ଟ୍ରକ ସହ ଧକ୍କା ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭର ବ୍ୟତୀତ ଦବଙ୍ଗଗିରିର ୧୦ ଜଣ ମହିଳା,ଯିଏ ଉକ୍ତ କ୍ଲବର ସଦସ୍ୟ ଥିଲେ, ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ପୋଲିସ ଅଧୀକ୍ଷକ କ୍ରିଷ୍ଣାକାନ୍ତ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏନେଇ ସ୍ଥାନୀୟ ଧରୱାଡ ଗ୍ରାମୀଣ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇ ଦୁର୍ଘଟଣାର କାରମ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking