24.1 C
Bhubaneswar
Tuesday, May 24, 2022
Homeଓଡିଶା୧୧ ଓଏଏସ୍ ହେଲେ ଆଇଏଏସ୍

୧୧ ଓଏଏସ୍ ହେଲେ ଆଇଏଏସ୍

ଭୁବନେଶ୍ୱର: ୧୧ ବରିଷ୍ଠ ଓଏଏସ୍ ଅଧିକାରୀ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ୍‌) ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସୂଚନା ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ବି ଏହି ତାଲିକାରେ ଅଛନ୍ତି । ପଦୋନ୍ନତି ପାଇଥିବା ଓଏଏସ ଅଧିକାରୀମାନେ ହେଉଛନ୍ତି ସୁଷମାରାଣୀ ଦେବୀ, ଦିଲ୍ଲୀପ ରାଉତରାୟ, ସୁଧାକର ବର୍ଗୀ, ଡକ୍ଟର ଉଦ୍ଧବ ଚନ୍ଦ୍ର ମାଝୀ, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣି ତ୍ରିପାଠୀ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର, ସୁଶାନ୍ତ କୁମାର ଦାଶ ଓ କମଳଲୋଚନ ମିଶ୍ର । ଏନେଇ ଶୁକ୍ରବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking