ନକ୍ସଲ ଆକ୍ରମଣରେ ୧୧ ଯବାନ ସହିଦ

ଛତିଶଗଡ: ଛତିଶଗଡ ଦନ୍ତୋୱାଡାରେ ବଡ ଧରଣର ନକ୍ସଲ ହମଲା ହୋଇଛି । ଆଇଇଡି ବିସ୍ଫାରଣରେ ୧୧ ଯବାନ ସହିଦ ହୋଇଥିବା ସୂଚନା । ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡି ଉଡାଇଲେ ନକ୍ସଲ । ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବଓ ଲଗାଇ ହମଲା ହୋଇଛି । ଡିଆରଜି ଯବାନଙ୍କ ନକ୍ସଲ ବିରୋଧୀ ଅପରେସନ ବେଳେ ହମଲା ହୋଇଥିବା ସୂଚନା । ଏଥିମଧ୍ୟରୁ ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ସୂଚନା । ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ … Continue reading ନକ୍ସଲ ଆକ୍ରମଣରେ ୧୧ ଯବାନ ସହିଦ