ଭୁବନେଶ୍ୱର: ଓଡିଶାର ୧୪ କୋଟି ସ୍କୁଲକୁ ୧୧କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି । ୨୦୨୩-୨୪ ଆର୍ଥିକ ଶିକ୍ଷା ବର୍ଷ ପାଇଁ ଶିକ୍ଷା ମନ୍ତ୍ରାଳୟର ଅର୍ଥ ମଞ୍ଜୁରୀ କରାଯାଇଥିବାର ସୂଚନା ମିଳିଛି । ସ୍କୁଲର ଭିତ୍ତିଭୂମିର ବିକାଶ ଓ ଅନୁଷଙ୍ଗିକ ସୁବିଧା ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି, ଢେଙ୍କାନାଳ ବ୍ରଜନାଥ ବଡଜେନା ହାଇସ୍କୁଲକୁ ଦେଢ କୋଟି ଟଙ୍କା, ମୟୂରଭଞ୍ଜ ଉପରବେଢା ଉଚ୍ଚ ପ୍ରାଥମିକ ସ୍କୁଲକୁ ୧.୧୦ … Continue reading ୧୪ ସ୍କୁଲକୁ କେନ୍ଦ୍ରର ୧୧ କୋଟି
Copy and paste this URL into your WordPress site to embed
Copy and paste this code into your site to embed