27.1 C
Bhubaneswar
Friday, March 29, 2024
Homeଓଡିଶାଅନଲାଇନରେ ପାଠ ପଢ଼ିବେ ଦଶମଶ୍ରେଣୀ ଛ୍ରତ୍ରଛାତ୍ରୀ

ଅନଲାଇନରେ ପାଠ ପଢ଼ିବେ ଦଶମଶ୍ରେଣୀ ଛ୍ରତ୍ରଛାତ୍ରୀ

ଭୁବନେଶ୍ୱର : ଓଡ଼ିଶା କରୁଛି କରୋନା ଯୁଦ୍ଧ । ଏହାର ପ୍ରଭାବ ପଡ଼ିଛି ଶିକ୍ଷା ଉପରେ । ସାରା ଦେଶ ୨୧ ଦିନିଆ ଲକ୍ ଡାଉନ ଯୋଗୁଁ ଶିକ୍ଷାକ୍ଷେତ୍ର ପ୍ରଭାବିତ ହୋଇଛି । ଅନଲାଇନ୍‌ରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛ୍ରତ୍ରଛାତ୍ରୀ । ଏପ୍ରିଲ ୧୪ପରେ ଆରମ୍ଭ ହେବ ଅନଲାଇନରେ ପାଠପଢ଼ା । ଅନଲାଇନ ପାଠପଢ଼ା ନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏ ନେଇ ଗାଇଡ କରିବେ । କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢ଼ିବାକୁ କୁହାଯିବ । ନବମର ଗୋଟିଏ ପରୀକ୍ଷା ବାକି ଅଛି, ଲକଡାଉନ୍ ପରେ ସେନେଇ ନିଷ୍ପତି ନିଆଯିବ । କେଉଁମାନେ ଦଶମ ଶ୍ରେଣୀକୁ ଯିବେ । ଲକଡାଉନ୍ ପରେ ନିଷ୍ପତି ନିଆଯିବ । ଅନଲାଇନ ପାଠପଢ଼ା ନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଗାଇଡ୍ କରିବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ସୂଚନା ମିଳିଛି ।
https://onakhabar.com/2020/04/07/odisha-whether-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking