୧୦୬ କିଲୋର ଗଞ୍ଜେଇ ଜବତ ; ଗଞ୍ଜେଇ ଚୋରାଚାଲାଣକାରୀ ଫେରାର

କୋରାପୁଟ : କୋରାପୁଟ ଜିଲ୍ଲାରେ ଗଞ୍ଜେଇ ବ୍ୟବସାୟୀମାନେ ଏକ କାର ସାହାଯ୍ୟରେ ବେଆଇନଭାବେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । ଏନେଇ କୌଣସି ମତେ ଏହାର ଗୁଇନ୍ଦା ସୂଚନା ପୋଲିସଙ୍କୁ ମିଳିଥିଲା । ଏହି ଖବର ପାଇ ପୋଲିସ ଅଧିକାରୀ ଦୁଇଟି ଟିମ ଗଠନ କରି ଗାଡି ଧରିବାକୁ ଉଦ୍ୟମ କରିଥିଲେ । ପୋଲିସ ଅଧିକାରୀ କାରକୁ ଧରିଥିଲେ । ପୋଲିସ ଅଧିକାରୀଙ୍କୁ ଦେଖି ଚୋରାଚାଲାଣ ବ୍ୟବସାୟୀମାନେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଜବତ ହୋଇଥିବା ଗାଡ଼ିରୁ … Continue reading ୧୦୬ କିଲୋର ଗଞ୍ଜେଇ ଜବତ ; ଗଞ୍ଜେଇ ଚୋରାଚାଲାଣକାରୀ ଫେରାର