29.1 C
Bhubaneswar
Saturday, April 20, 2024
Homeଅପରାଧଗଞ୍ଜେଇ କାରବାର : ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଗଞ୍ଜେଇ କାରବାର : ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଯାଜପୁର : ଗଂଜେଇ ଚୋରା ବ୍ୟବସାୟ କରୁଥିବା ଦୁଇ ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲ୍ଲା ଦୌରାଜଜ । ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଯାଜପୁର କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରି ଟିମସେନ ସାହୁ ଏବଂ ସୁରେନ୍ଦ୍ର ସାହୁଙ୍କ ଘରୁ ୫୫ କେଜି ଗଂଜେଇ ଜବତ କରିଥିଲେ । ଏହି ଘଟଣାର ବିଚାର କରି ୪ ଜଣ ସାକ୍ଷ୍ୟଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ଆଜି ଜିଲ୍ଲା ଦୌରାଜଜ ଉଭୟଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।
https://onakhabar.com/2020/03/13/murder-rairangapur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking