33.1 C
Bhubaneswar
Thursday, April 25, 2024
Homeଅପରାଧପାପୁଲି କଟା ଦୋଷୀକୁ ୧୦ ବର୍ଷ ଜେଲ୍

ପାପୁଲି କଟା ଦୋଷୀକୁ ୧୦ ବର୍ଷ ଜେଲ୍

ଭୁବନେଶ୍ୱର: ୨୦୧୩ ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଦଣ୍ଡାଦେଶ ଜାରି ହୋଇଛି । ଦୋଷୀ ପର୍ଶୁରାମ ନାଏକକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ଧର୍ମଗଡ ଏଡିଜେ । ୨୦୧୬ରେ ମାମଲାର ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ୨ ଦାଦନଙ୍କୁ ଅକଥନୀୟ ନିର୍ଯାତନା ପରେ ହାତ ପାପୁଲି କଟାଯାଇଥିଲା । କଳାହାଣ୍ଡି-ବଲାଙ୍ଗୀର ସୀମାର ଏକ ଜଙ୍ଗଲରେ ଏହି ନୃଶଂସ କାଣ୍ଡ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking