28.9 C
Bhubaneswar
Thursday, April 18, 2024
Homeଦେଶ ବିଦେଶଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଜୋରିମାନା

ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ବିଗତ କିଛି ମାସ ମଧ୍ୟରେ ଏୟାର ଇଣ୍ଡିଆ ଉପରେ ଦ୍ୱିତୀୟ ଥର ଏଭଳି ଜୋରିମାନା ଲାଗୁ କରାଯାଇଥିବା କୁହାଯାଇଛି ।

ଡିଜିସିଏ ଅଧିକାରୀମାନେ ଚଳିତବର୍ଷ ମେ’ ଓ ସେପ୍ଟେମ୍ବରରେ ଦିଲ୍ଲୀ, କୋଚି ଓ ବେଙ୍ଗାଲୁରୁ ଏୟାରପୋର୍ଟ ପରିଦର୍ଶନ କରିଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ଉଲ୍ଲଘଂନ କରାଯାଇଥିବା ଲକ୍ଷ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking