38.1 C
Bhubaneswar
Saturday, April 20, 2024
Homeଓଡିଶାବାରୁଦ ନିଆଁରେ ପୋଡି ହୋଇ ୧୦ ଶିଶୁ ଆହତ

ବାରୁଦ ନିଆଁରେ ପୋଡି ହୋଇ ୧୦ ଶିଶୁ ଆହତ

ଯାଜପୁର : ବାରୁଦ ନିଆଁରେ ପୋଡି ହୋଇ  ୧୦ ଜଣ ଶିଶୁ ଆହତ । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ମଧୁବନ ମିର୍ଜାପୁର ଗାଁରେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗାଁର କିଛି ଶିଶୁ ବାରୁଦ ଆଣି ସେଥିରେ ଅଗ୍ନି ସଂଯୋଗ କରିଥିଲେ । ହଠାତ ବାରୁଦ ନିଆଁ ଶିଶୁମାନଙ୍କ ଉପରେ ପଡିଥିଲା । ଗାଁ ଲୋକେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶିଶୁମାନେ ବାରୁଦ କେଉଁଠୁ ପାଇଲେ ସେ ନେଇ କୌଣସି ସୂଚନା ମିଳିନାହିଁ ।
https://onakhabar.com/2019/12/14/two-accused-arrested-for-ledy-professor-suicide/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking