ହାତୀ ଆକ୍ରମଣରେ ୧ ମୃତ

ଜଳେଶ୍ଵର : ଜଳେଶ୍ଵର ବ୍ଲକ ରାଇବଣିଆ ଥାନା କଳମା ପଂଚାୟତ ଖୁଣ୍ଟା ଗ୍ରାମରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଆତଙ୍କ । କେତେବେଳେ ଧାନ ବିଲ ନଷ୍ଟ କରିଦେଉଛି ତ ପୁଣି କେତେବେଳେ ଅନେକ ଲୋକ ହାତୀ ଆକ୍ରମଣରେ ଜୀବନ ହାରୁଛନ୍ତି । ସୂଚନା ଅନୁସାରେ ଖୁଣ୍ଟା ଗ୍ରାମର ଦେବେନ୍ଦ୍ର ଗିରି ଗତକାଲି ସକାଳ ସମୟ ରେ ନିଜ ପରିବା ବାଡି଼କୁ ପରିବା ତୋଳିବା ପାଇଁ  ଯାଇଥିଲେ କିନ୍ତୁ  ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ପକ୍ଷରୁ … Continue reading ହାତୀ ଆକ୍ରମଣରେ ୧ ମୃତ