ମେ’ମାସରେ ଜିଏସଟି ଆଦାୟ ୧.୫୭ ଲକ୍ଷ କୋଟି, ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ ଅଧିକ

ନୂଆଦିଲ୍ଲୀ:ସରକାର ମେ’ମାସରେ ୧.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରିଛନ୍ତି । ଏହା ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ କମ୍ ବୋଲି କୁହାଯାଇଛି । ଗତବର୍ଷ ମେ’ମାସରେ ୧.୪୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଥିଲା । ସେହିଭଳି ଚଳିତ ବର୍ଷ ଏପ୍ରିଲ ମାସରେ ୧.୮୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା । ଅର୍ଥ ମନ୍ତ୍ରଣାଳୟ କହିଛି କି, ୨୦୨୩ ମସିହା ମେ’ମାସରେ ଜିଏସଟି ଆଦାୟ ୧ଲକ୍ଷ ୫୭ ହଜାର … Continue reading ମେ’ମାସରେ ଜିଏସଟି ଆଦାୟ ୧.୫୭ ଲକ୍ଷ କୋଟି, ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ ଅଧିକ