38.8 C
Bhubaneswar
Friday, April 19, 2024
Homeଓଡିଶା୯୨ ହଜାର କୋଟିର ୫ ପ୍ରକଳ୍ପକୁ ଅନୁମୋଦନ

୯୨ ହଜାର କୋଟିର ୫ ପ୍ରକଳ୍ପକୁ ଅନୁମୋଦନ

୯୨ ହଜାର ୭୧୩ କୋଟିର ୫ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ଶିଳ୍ପନୀତିରେ ଏହା ସବୁଠୁ ବଡ ପୁଞ୍ଜି ନିବେଶ। ୫ଟି ମେଗା ପ୍ରକଳ୍ପକୁ HLCA ର ମଞ୍ଜୁରୀ ମିଳିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏଥିରେ ୩୧ ହଜାର ୯୭୯ ଜଣଙ୍କୁ ନିଯୁକ୍ତି ପାଇଁ ସୁଯୋଗ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking