39.1 C
Bhubaneswar
Tuesday, April 23, 2024
Homeଓଡିଶାସ୍ୱାସ୍ଥ୍ୟ ପାଇଁ ଅଣ୍ଡା

ସ୍ୱାସ୍ଥ୍ୟ ପାଇଁ ଅଣ୍ଡା

ଅଣ୍ଡା ଆମ ଦୈନନ୍ଦିନ ବ୍ୟବହ୍ରତ ହେଉଥିବା ଏକ ଗୁରୁତ୍ୱପୁର୍ଣ୍ଣ ଖାଦ୍ୟ ଯାହାକୁ ଆମେ ପ୍ରାୟ ସବୁ ଖାଦ୍ୟରେ ବ୍ୟବହାର କରୁ । ସକାଳ ବ୍ରେକଫାସ୍ଟ ଠୁ ନେଇ ଡ଼ିନର ଯାଏଁ । ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ଲାଭ । ଅଣ୍ଡାରେ ଏପରି ବହୁତ ପୋଷକ ତତ୍ୱ ଅଛି ଯାହା ଶରୀରକୁ ରୋଗରୁ ମୁକ୍ତି କରିଥାଏ । ଫିଟନେଶ ପାଇଁ ମଧ୍ୟ ଏହା ସବୁଡୁ ଅଧିକ ଉପଯୋଗୀ ।
୧- ଅଣ୍ଡା ସିଝା ହେଉ କିମ୍ବା ରେଷେଇ କରି ,ସକାଳୁ ଏହାକୁ ବ୍ରେକଫାଷ୍ଟ ଭାବେ ଖାଇଲେ ଆମ ଶରୀରକୁ ଦିନସାରା ଏନର୍ଜି ମିଳିଥାଏ ।
୨- ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ବି ,ପ୍ରୋଟିନ ,କାର୍ବୋହାଇଡ଼୍ରେଟ ରହିଥାଏ ଏହାଆମ ଶରୀର ମାଂସପେଶୀ ବୃଦ୍ଧିରେ ସାହାଯ୍ୟ କରେ ।
୩- ଅଣ୍ଡାରେ ୯ ପ୍ରକାର ଆମିନେ ଏସିଡ଼ ରହିଥାଏ । ଯାହା ଶରୀରର ସମସ୍ତ ପ୍ରକାରର ଆବଶ୍ୟକତାକୁ ପୂରା କରିଥାଏ ।
୪- ସିଝା ଅଣ୍ଡାର କେଶରକୁ ବାହାର କରି ଅଣ୍ଡାର ଧଳା ଭାଗକୁ ଖାଇଲେ ଏହା ଆମ ଶରୀରରଓଜନ କମ କରିବାରେ ସାହାଯ୍ୟ କରେ ।
୫- ଓଜନ ବଢାଇବା ପାଇଁ କେଶର ସହ ଅଣ୍ଡାକୁ ଖାଇ ପାରିବେ । ଏଥିରେ ଫ୍ୟାଟ ଓ କୋଲୋଷ୍ଟ୍ରଲ ଥିବାରୁ ଏହା ଶରୀର ଓଜନ ବଡାଇବାରେ ସାହାଯ୍ୟ କରେ ।
୬- ଅଣ୍ଡାରେ ଥିବା ଫ୍ୟାଟ ଏସିଡ଼, ଓମେଗା ଥ୍ରୀ ମାନସିକ ରୋଗକୁ କମ କରେ ।
୭- ଏଥିଲେ କଲିନ ରହିଥାଏ ଯାହା ଆମ ମସ୍ତିଷ୍କ ଓ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୮- ଏଥିରେ ଥିବା ହାଇ ଲେଭଲ ପ୍ରୋଟିନ ଶରିରର ଚୁଟି,ନଖ ଓ ତ୍ୱଚାକୁ ଉତ୍ତମ ବନାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking