ରାତିରେ ଏହିସବୁ ଖାଦ୍ୟ ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ଭୋଜନ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ସଠିକ୍‌‌ ଖାଦ୍ୟ, ସଠିକ୍‌‌ ସମୟରେ ଖାଦ୍ୟ ଚୟନ କରିବା ଦ୍ୱାରା ଦୀର୍ଘାୟୁ ହେବା ସହ ଶରୀର ସୁସ୍ଥ ରହିଥାଏ। ମାତ୍ର ଅଧିକାଂଶ ଏଥିପ୍ରତି ଧ୍ୟାନ ଦେଇ ନଥାଆନ୍ତି। ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ରୋଗ ଲାଗି ରହିଥାଏ। ସକାଳର ଜଳଖିଆ ଯେପରି ଜରୁରୀ ସେଭଳି ରାତ୍ରି ଭୋଜନ ମଧ୍ୟ ନିତାନ୍ତ ଜରୁରୀ। ନଚେତ୍‌‌ ମୋଟାପଣ, ମଧୁମେହ, ଗ୍ୟାଷ୍ଟ୍ରିକ, ଏସିଡିଟି ଭଳି ସମସ୍ୟା … Continue reading ରାତିରେ ଏହିସବୁ ଖାଦ୍ୟ ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !