27.1 C
Bhubaneswar
Thursday, April 25, 2024
Homeଅପରାଧଯୁବକଙ୍କୁ ପିଟି ପିଟି ହତ୍ୟା କଲେ କନେଷ୍ଟବଲ

ଯୁବକଙ୍କୁ ପିଟି ପିଟି ହତ୍ୟା କଲେ କନେଷ୍ଟବଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଂଚଳରେ ଦିଲ୍ଲୀ ପୋଲିସ ର କନେଷ୍ଟବଲ ମାଧ୍ୟମରେ ଜଣେ ଯୁବକ ଅଜିତକୁ ଅତି ନିର୍ମମ ଭାବରେ ପିଟି ପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ କନେଷ୍ଟବଲ ଉକ୍ତ ଯୁବକଙ୍କୁ ନା ଖାଲି ପିଟି ପିଟି ହତ୍ୟା କଲା ବରଂ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ନିଜ ଗାଡିରେ ନେଇ ମୁରାଦନଗରସ୍ଥିତ ଗଙ୍ଗ ନହର ନେଇ ସେଠାରେ ଫିଙ୍ଗି ଦେଇଥିଲା । ଗୋଟିଏ ପଟେ ଖାକି ପିନ୍ଧା ବ୍ୟକ୍ତି ଏମିତି କାଣ୍ଡ କରିଥିବା ବେଳେ ଅନ୍ୟପଟେ ଅନ୍ୟ ଜଣେ ଖାକି ପିନ୍ଧା ବ୍ୟକ୍ତି ଉକ୍ତ କନେଷ୍ଟବଲ ଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ ବି କରିଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯାହା ପରେ ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ କରିବାକୁ ବାଧ୍ୟ ହେଲା । ବର୍ତମାନ ପୋଲିସ ସିପାହୀ ମୋନୁ ସିରୋହୀକୁ ଗିରଫ କରିଛି । ହେଲେ ଏଯାଏଁ ବି ଅଜିତର ଶବ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking