34.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ଗୁଳିକାଣ୍ଡ

ଭୁବନେଶ୍ୱରରେ ଗୁଳିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ କଳିଙ୍ଗ ବିହାରଠାରେ ଗୁଳିକାଣ୍ଡ ହୋଇଛି । ତମାଣ୍ଡୋ ଥାନା କଳିଙ୍ଗ ବିହାର କେ ୪ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ତେବେ ବାଇକ ଯୋଗେ ଆସି ୩ ଜଣ ଯୁବକ ଗୁଳି ଚାଳନା କରିଥିଲେ ଓ ସେହି ସ୍ଥାନରୁ ପଳାଇଯାଇଥିଲେ । ଏହି ଗୁଳିକାଣ୍ଡ ଜଣେ ଜେଲ ଫେରନ୍ତା ଯୁବକକୁ ଟାର୍ଗେଟ କରି ହୋଇଛି । ଏହି ଗୁଳି ମାଡ଼ରୁ ସମ୍ପୃକ୍ତ ବ୍ୟକ୍ତିି ଜଣକ ବର୍ତ୍ତି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking