28.1 C
Bhubaneswar
Thursday, March 28, 2024
Homeଓଡିଶାଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଏକଦିବସୀୟ ସଚେତନ ଶିବିର

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଏକଦିବସୀୟ ସଚେତନ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଅନ୍ତର୍ଗତ ପଙ୍ଗତିରା ପ୍ରାଥମିକ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ନିମନ୍ତେ ପିତାମାତା, ଶିକ୍ଷକ ଓ ଶିକ୍ଷା ପରାମର୍ଶ ଦାତାଙ୍କ ନିମନ୍ତେ ଏକ ଦିବସୀୟ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଙ୍କଡାହାଡ ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀଯୁକ୍ତ ପରେଶ କୁମାର ରାଉତ ଯୋଗଦେଇ ଦିବ୍ୟାଙ୍ଗ ପିଲାମାନେ କିପରି ମୁଖ୍ୟ ସ୍ରୋତରେ ସାମିଲ ହେବେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲୋ । ଅନ୍ୟମାନଙ୍କ ମଧ୍ୟ ସିଆରସିସି ଡିଲେଶ୍ୱର ସାହୁ, ବିଷ୍ଣୁସେନ ସିଂହ, ବିରାଶାଳ ଡାକ୍ତର ପ୍ରଶାନ୍ତ କର ଉପସ୍ଥିତ ଥିଲେ । ଏହି ଶିବିରରେ ନିରଞ୍ଜନ ନାଏକ, ମଳୟ ବେହେରା, ଦୁଃଶାସନ ହାତୀ ଓ ସ୍ଥାନୀୟ ଅଂଚଳର ବୁଧିଜୀବିମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking