ଭାରତରେ ଆଗକୁ ଆସୁଛି ଆର୍ଥିକ ସଙ୍କଟ, ଖସିବ ଜିଡିପି ଅଭିବୃଦ୍ଧି ହାର
ନୂଆଦିଲ୍ଲୀ: ପୁଣି ଧିମେଇବ ଦେଶର ଅର୍ଥନୀତି। ରେଟିଂ ଏଜେନ୍ସି ମୁଡ଼ିଜ ଇନଭେଷ୍ଟର ସର୍ଭିସ ଏଭଳି ଆଶଙ୍କା ପ୍ରକାଶ କରିଛି। ମୁଡିଜ ଦେଶର ଘରୋଇ ଉତ୍ପାଦ (ଜିଡିପି)କୁ ନେଇ ନୂଆ ଅନୁମାନ ଜାରି କରିଛି। ୨୦୨୨ ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧିର ଅନୁମାନ ୭.୭ ପ୍ରତିଶତରୁ ହ୍ରାସ କରାଇ ୭ ପ୍ରତିଶତ କରିଛି ମୁଡ଼ିଜ। ଏପରି ଦ୍ୱିତୀୟ ଥର ପାଇଁ ମୁଡ଼ିଜ ଭାରତ ଅଭିବୃଦ୍ଧିର ପୂର୍ବାନୁମାନକୁ ହ୍ରାସ କରିଛି। ଏହାପୂର୍ବରୁ ମୁଡିଜ ୨୦୨୨ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି … Continue reading ଭାରତରେ ଆଗକୁ ଆସୁଛି ଆର୍ଥିକ ସଙ୍କଟ, ଖସିବ ଜିଡିପି ଅଭିବୃଦ୍ଧି ହାର
Copy and paste this URL into your WordPress site to embed
Copy and paste this code into your site to embed