28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବୋମା ଫୁଟାଇବାକୁ ଗଲାବେଳେ ବାଟରେ ଫୁଟିଗଲା

ବୋମା ଫୁଟାଇବାକୁ ଗଲାବେଳେ ବାଟରେ ଫୁଟିଗଲା

ଖଲିକୋଟ : ବୋମା ଫୁଟାଇବାକୁ ଗଲାବେଳେ ବାଟରେ ଫୁଟିଗଲା । ଏହି ଦୁର୍ଘଟଣା ଘଟିଛି ଖଲିକୋଟର ନିର୍ମଳଝର ଥାନା ନିକଟରେ । ୨ ଜଣ ଯୁୁବକ ରାସ୍ତାରେ ବୋମା ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଛି । ବାଇକର ଚକା ସ୍ଲିପ କରିଯିବାରୁ ଗାଡ଼ିଟି ଖସିପଡ଼ିଥିଲା । ବାଇକର ପଛରେ ବସିଥିବା ଯୁବକ ଜଣଙ୍କର ହାତରେ ବୋମା ଫୁଟି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ବୋମା ନେଇ କୁଆଡ଼େ ଯାଉଥିଲେ ତାହାର କାରଣ ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking