34.1 C
Bhubaneswar
Friday, March 29, 2024
Homeଓଡିଶାବୋଏଲ ଯାତ୍ରାକୁ ମିଳିଲା ଅନୁମତି

ବୋଏଲ ଯାତ୍ରାକୁ ମିଳିଲା ଅନୁମତି

ପାଟଣାଗଡ: ପାଟଣାଗଡର ପ୍ରସିଦ୍ଧ ବୋଏଲ ଯାତ୍ରାକୁ ମିଳିଛି ଅନୁମତି । କୋଭିଡ କଟକଣା ଭିତରେ ଯାତ୍ରା କରିବାକୁ ଶେଷରେ ଅନୁମତି ମିଳିଛି । ଯାତ୍ରା ହେବା ନେଇ ଆଜି ଅତିରିକ୍ତ ଏସପି ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପରମ୍ପରାକୁ ରକ୍ଷା କରିବା ପାଇଁ ବିଧିବଦ୍ଧ ଭାବେ ଯାତ୍ରା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ୪ରୁ ୬ ଲୋକଙ୍କୁ ନେଇ ମା’ଙ୍କ ପ୍ରତିମାର ସହର ପରିକ୍ରମା ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ସହରରେ ୧୪୪ ଧାରା ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking