31.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ପଞ୍ଚାୟତ ଗଳଦା ଗ୍ରାମ ରେ ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ଗ୍ରାମର ରାଧୁ ଦେହୁରୀ ଗାଧୋଇବା ପାଇଁ ଗାଁ ପୋଖରୀ କୁ ଯାଇଥିଲେ l କିନ୍ତୁ କୌଣସି କାରଣବଶତଃ ତାଙ୍କ ଗୋଡ଼ ପୋଖରୀ ରେ ଖସିଯାଇଥିଲା l ଫଳରେ ସେ ପୋଖରୀ ର ଗଭୀର ଜଳ ରେ ବୁଡି ଯାଇଥିଲେ l ବହୁ ସମୟ ପର୍ଯ୍ୟନ୍ତ ରାଧୁ ଘରକୁ ନ ଫେରିବା ରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ପୋଖରୀ ରେ ଭାସୁଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking