ପେଟ୍ରୋଲ ପମ୍ପ୍‌ରୁ ଲୁଟ୍‌

ବିନିକା : ପେଟ୍ରୋଲ ପମ୍ପରୁ ଲୁଟ୍‌ । ସିଗାରେଟ୍‌ ଟାଣିବାକୁ ମନା କରିବାରୁ ଦୁର୍ବୃତ୍ତଙ୍କ ଉନ୍ମତକାଣ୍ଡ । ମେସିନ ଭାଙ୍ଗିବା ସହ ୨୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବୈଦପାଳି ଠାରେ ମିଶ୍ର ଆଣ୍ଡ ମିଶ୍ର ଭାରତ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ କାର୍‌ ଆସି ପେଟ୍ରୋଲ ପକାଇଥିଲା । … Continue reading ପେଟ୍ରୋଲ ପମ୍ପ୍‌ରୁ ଲୁଟ୍‌