38.8 C
Bhubaneswar
Friday, April 19, 2024
Homeଓଡିଶାନେପାଳର ଶେର୍ପା କାମି ରିତାଙ୍କ ରେକର୍ଡ; ୨୮ତମ ଥର ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ

ନେପାଳର ଶେର୍ପା କାମି ରିତାଙ୍କ ରେକର୍ଡ; ୨୮ତମ ଥର ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ

କାଠମାଣ୍ଡ: ନେପାଳର ମାଉଣ୍ଟେନ୍ ଗାଇଡ୍ କାମି ରାତି ଶେର୍ପା ମଙ୍ଗଳବାର ରେକର୍ଡ ୨୮ତମ ଥର ପାଇଁ ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରିଛନ୍ତି । ଏହା ସହିତ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ସେ ବିଶ୍ୱର ସବୁଠୁ ଉଚ୍ଚତ୍ତମ ପର୍ବତ ଶୃଙ୍ଗ ଆରୋହଣ କରି ନିଜ ରେକର୍ଡ ଭଙ୍ଗ କରିଛନ୍ତି । ସେଭେନ୍ ସମିଟ୍ ଟ୍ରାକ୍ ମ୍ୟାନେଜର ଛଙ୍ଗ୍ ଦାୱା ଶେର୍ପାଙ୍କ ଅନୁସାରେ କାମି ରିତା ମଙ୍ଗଳବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍ ସମୟରେ ୮୮୪୮.୮୬ ମିଟର ଉଚ୍ଚ ଶୃଙ୍ଖ ଉପରେ ପହଞ୍ଚିଥିଲେ । ଏହା ପୂର୍ବରୁ କାମି ରିତା ମେ ୧୭ ତାରିଖରେ ୨୭ତମ ଥର ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking