ରାୟଗଡା: ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ । ରାୟଗଡା ସହର ଝୁଲାପୋଲ ନିକଟରେ ହଠାତ ପାଣି ଆସିଯିବାରୁ ଫସିଗଲେ । ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା । ନଦୀରେ ବନ୍ୟାବ୍ୟାପି ବୃଦ୍ଧି ପାଉଥିବାରୁ ଆଶଙ୍କା ବଢୁଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର ଉଦ୍ୟମ ଜାରି ରହିଛି । ଉଭୟ ପର୍ଯ୍ୟଟକ କାଶୀପୁର ବ୍ଲକ ପୋଡାପୋଡି ଅଞ୍ଚଳର ସୂଚନା ।
ବିହାରରେ ଛାତିଥରା ଘଟଣା: ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା