31.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁରନଦୀବନ୍ଧ ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ନଦୀବନ୍ଧ ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଯାଜପୁର: ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଇକରାପୁର ଗାଁ ନଦୀ ବନ୍ଧ ରାସ୍ତା କଡ଼ରୁ ଅଜଗର ସାପ ଉଦ୍ଧାର କରାଯାଇଛି । ନଦୀ ବନ୍ଧ ରାସ୍ତାରେ ଆଜି ସକାଳେ ସାପ ବୁଲୁଥିବା ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇଥିଲେ ।ଅଜଗରଟି କୌଣସି ଏକ ଜନ୍ତୁ ଗିଳିଥିବାରୁ ହଲି ପାରୁନଥିବା ଅନୁମାନ କରାଯାଇଥିଲା । ଗାଁର କିଛି ଯୁବକ ଅଜଗରଟିକୁ ଉଦ୍ଧାର କରି ନିକଟସ୍ଥ ବିଛାଖଣ୍ଡି ପାହାଡ଼ରେ ଛାଡିଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking