28.1 C
Bhubaneswar
Thursday, March 28, 2024
Homeଓଡିଶାଦାମୋଦରପୁର ଗ୍ରାମରେ ଚୋରି

ଦାମୋଦରପୁର ଗ୍ରାମରେ ଚୋରି

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଦାମୋଦରପୁର ଗାଁରେ 2ଜଣ ଙ୍କ ଘରୁ ଚୋରି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଟଙ୍କା ଲୁଟିନେଇଛନନ୍ତି ଦୁର୍ବୃତ୍ତ । ବିଜୟ ବାରିକ ଓ ନିତ୍ୟାନନ୍ଦ ଦାସଙ୍କ ଘରୁ ଚୋରି ହୋଇଛି । ପ୍ରାୟ ୭ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ସୁକିନ୍ଦା ଥାନ ରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking