33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଜମିରେ ବାଡ ଦେବାକୁ ନେଇ ଗୋଷ୍ଠୀ ସଂଘର୍ଷ ,ଜଣେ ଗୁରୁତର

ଜମିରେ ବାଡ ଦେବାକୁ ନେଇ ଗୋଷ୍ଠୀ ସଂଘର୍ଷ ,ଜଣେ ଗୁରୁତର

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ମାର୍ଦ୍ଦା ଗାଁରେ ବାଡ ଦେବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ।ସୂଚନା ଅନୁଯାୟୀ ଆଜି ଦିନବେଳା ନାରଣ ମହାନ୍ତ ଙ୍କ ଘରବାଡିରେ ଗାଁର ନିଧି ପଧାନ ଜୋର ଜବରଦସ୍ତ ବାଡ ଦେଉଥିବା ବେଳେ ନାରଣ ମହାନ୍ତ ତାକୁ ବିରୋଧ କରିବାରୁ ନିଧି ପଧାନ ତାଙ୍କୁ ଟାଙ୍ଗିଆରେ ବାରମ୍ବାର ଆକ୍ରମଣ କରିଥିଲେ ।ଫଳରେ ନାରଣ ମହାନ୍ତ ଗୁରୁତର ହୋଇପଡିଥିଲେ ।ତାଙ୍କୁ ତେଲକୋଇ ମେଡିକାଲ ରେ ଭର୍ତ୍ତି କରାଯାଇଛି ।ଏନେଇ ତେଲକୋଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking