34.1 C
Bhubaneswar
Friday, March 29, 2024
Homeଓଡିଶାକୋରନାରେ ପୁର୍ବତ୍ତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ

କୋରନାରେ ପୁର୍ବତ୍ତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ

ଫୁଲବାଣି : ପୁର୍ବତନ ଫୁଲବାଣୀ ସାଂସଦ ସୁଗ୍ରୀବ ସିଂଙ୍କ କୋରନାରେ ମୃତ୍ୟୁ ଘଟିଛି । ସୋମବାର ସକାଳେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କର ଜଣେ ସମ୍ପର୍କିୟ ସୂଚନା ଦେଇଛନ୍ତି । ଶ୍ରୀଯୁକ୍ତ ସିଂ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶନିବାର ସେ କୋରନା ପଜେଟିଭ ଚିହ୍ନଟ ହୋଇଥିଲେ ବୋଲି ତାଙ୍କ ଭାଉଜ ଫିଲିମାନ ନାୟକ କହିଛନ୍ତି ।
ସାସଂଦ ସୁଗ୍ରୀବ ସିଂ ୨୦୦୪ରେ ଫୁଲବାଣୀରୁ ସାଂସଦ ହୋଇଥିଲେ । ତେବେ ସେ ଜଣେ ସାମ୍ବାଦିକ ଭାବେରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ରାଜନିତୀରେ ଯୋଗ ଦେଇଥିଲେ ।

ତେବେ ରାଜ୍ୟରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବିଢିବାରେ ଲାଗିଛି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ ଲୋକ କୋରନାରେ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking