27.1 C
Bhubaneswar
Thursday, April 25, 2024
Homeଓଡିଶାକାଂସବାହାଳ ଡ୍ୟାମ୍‌ରେ ବୁଡ଼ି ଜଣେ ନିଖୋଜ

କାଂସବାହାଳ ଡ୍ୟାମ୍‌ରେ ବୁଡ଼ି ଜଣେ ନିଖୋଜ

ରାଉରକେଲା : କାଂସବାହାଳ ଡ୍ୟାମ୍‌ରେ ବୁଡ଼ି ଜଣେ ନିଖୋଜ, ଜଣେ ଉଦ୍ଧାର । ମୋବାଇଲ୍ ଧରି ସେଲଫି ନେବା ବେଳେ ଖସିପଡ଼ିଲେ ୨ ଜଣ ଯୁବକ । ଅଗ୍ନିଶମ ବାହିନୀ ଦ୍ୱାରା ଜଣେ ଉଦ୍ଧାର, ଅନ୍ୟ ଜଣଙ୍କୁ ବର୍ତ୍ତମାନ ସୁଦ୍ଧାବି ଖୋଜା ଚାଲିଛି ।  ଉଦ୍ଧାର ଯୁବକକୁ  ଗୁରୁତର ଅବସ୍ଥାରେ  ଆର୍‌ଜିଏଚ୍‌ରେ  ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking