40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାରେ ଅସହାୟ ଓ ନିରାଶ୍ରୟଙ୍କୁ ସାହା ଏମିତି ବ୍ୟକ୍ତି

କରୋନାରେ ଅସହାୟ ଓ ନିରାଶ୍ରୟଙ୍କୁ ସାହା ଏମିତି ବ୍ୟକ୍ତି

ଭୁବନେଶ୍ୱର: ସାରା ଦେଶରେ ଏବେ ଲକ୍ ଡାଉନ । ଏଥିପାଇଁ ସରକାର ଘରୁ ନ ବାହାରିବାକୁ ଘୋଷଣା କରିଥିବା ବେଳେ ଅସହାୟ ଓ ଗରିବଙ୍କ ପାଇଁ କାଳ ସାଜିଛି ଏହି ଲକ୍ ଡାଉନ । ସବୁ କିଛି ବନ୍ଦ ଥିବାରୁ ଦୁଇ ଓଳି ଖାଇବାକୁ ମିଳୁନାହିଁ ଏମାନଙ୍କୁ । ହେଲେ ଏମିତି ପରିସ୍ଥିତିରେ ବି ଏମିତି କିଛି ସହୃଦୟ ବ୍ୟକ୍ତି ରହିଛନ୍ତି ଯିଏ, ସେମାନଙ୍କୁ ଖାଇବାକୁ ଦେଉଛନ୍ତି । ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଯିଏ ପେଶାରେ ଜଣେ ଇଂଜିନିୟର, ନିଜର ସହଯୋଗୀଙ୍କ ଏମିତି ମହତ୍ କାମ କରିଛନ୍ତି । ଯିଏ କି ନିଜ ଗାଡିରେ ରନ୍ଧା ଖାଦ୍ୟ ଆଣି ସାଧୁଙ୍କ ସମେତ କିଛି ଗରିବଙ୍କ ଖାଇବାକୁ ଦେଉଛନ୍ତି । ଖାଲି ଏତିକି ନୁହେଁ, ଖାଇବା ପୂର୍ବରୁ ସେମାନଙ୍କୁ ସାନିଟାଇଜରରେ ହାତ ଧୋଇବାକୁ ଦେଇ ପରେ ଖାଦ୍ୟ ପରଷୁଥିବା ମଧ୍ୟ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking